Thursday, 17 April 2025

ଲଭିବାକୁ ତୋ ଅମଳ ଛନ୍ଦାପାଦକୁ ହେ ଗୋବିନ୍ଦ

ଲଭିବାକୁ ତୋ ଅମଳ ଛନ୍ଦାପାଦକୁ ହେ ଗୋବିନ୍ଦ ମୁହିଁ ପତିତ ରସନା ବାସନାଠାରୁ ଦୂରରେ ରହିଲି ହେଲେ ଆଶା ରହିଲା ଆଶାରେ ପାଦ ସ୍ବପ୍ନ ହେଲା ଅପଲକକୁ ଆରତୀ ସମୟରେ ଗାଢ଼େଇ ଚାହିଁଲି

No comments:

Post a Comment