Tuesday, 15 April 2025

ଅଶେଷ କୃପା ତୋହର ମାଆ ଭୁବନେଶ୍ୱରୀ

ଅଶେଷ କୃପା ତୋହର ମାଆ ଭୁବନେଶ୍ୱରୀ ମୋର କନ୍ୟା ହେବୁ ବୋଲି ଭାବିଲୁ ଚିତ୍ତେ ଜୟନ୍ତୀ ମଙ୍ଗଳା କାଳୀ ମହା ମନ୍ତ୍ର ଜପି ଜପି ମା ଗୋ ଦୁର୍ଗା ହୃଦୟରେ ଲଗାଇବି ତୋତେ

No comments:

Post a Comment