Tuesday, 15 April 2025

ସକଳ ଭୁତ ଆଶ୍ରୟ ତୁହି ହେ ଗୋବର୍ଦ୍ଧନ ଗିରି ଟେକା

ସକଳ ଭୁତ ଆଶ୍ରୟ ତୁହି ହେ ଗୋବର୍ଦ୍ଧନ ଗିରି ଟେକା ପର ଲୋକରେ ତୋ ପରମ ପାଦ ପ୍ରାପ୍ତ ହୁଅନ୍ତି ସର୍ବେ ମୋ କ୍ଷୁଦ୍ର ଭକ୍ତି ପଦ୍ମା ସେବିତ ପାଦରେ ଅର୍ପଣ କରନ୍ତି ଇହ କାଳରେ ତୋ ଚିନ୍ତା ହରି ମୋତେ ନ ଛାଡ଼ୁ ଲବେ

No comments:

Post a Comment