Friday, 18 April 2025

ହେ ଗୋବିନ୍ଦ ଏତେ ତୋହର ଯଶ କୀର୍ତ୍ତି

ହେ ଗୋବିନ୍ଦ ଏତେ ତୋହର ଯଶ କୀର୍ତ୍ତି ଭକ୍ତ କବିଙ୍କର ଲେଖନୀ ନୋହିଲା ଥୟ ହେ ଗୋବିନ୍ଦ ଏଡ଼େ ତୋର ମଧୁର ରୂପ ମନ ଭ୍ରମର ପଦ୍ମ ପାଦରେ ହେଲା ଲୟ

No comments:

Post a Comment