A flower with 4 petals
Friday, 18 April 2025
ନିର୍ମଳ ହୃଦୟଟିଏ ମହାପୂଣ୍ୟ ମହୋଦଧି
ନିର୍ମଳ ହୃଦୟଟିଏ ମହାପୂଣ୍ୟ ମହୋଦଧି ନିର୍ମଳ ମନଟିଏ କୁଆଁର ପୁନେଇଁର ତୀଥି ବାସନା ମୁକ୍ତ ସଂକଳ୍ପ ଦିବ୍ୟପ୍ରେମ ଜୁଆର ନିଷ୍କାମ କର୍ମ ଫଳରେ ଗୋବିନ୍ଦଙ୍କ ପ୍ରୀତି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment