Tuesday, 15 April 2025

ଦଶାବତାର ମଧ୍ୟରେ ତୋ ରୂପ ମାଧୁରୀ ସୁଧାନିଧି

ଦଶାବତାର ମଧ୍ୟରେ ତୋ ରୂପ ମାଧୁରୀ ସୁଧାନିଧି ହେ ଚକାଡୋଳା ରାଧା ଗୋବିନ୍ଦଙ୍କର ମିଳିତ ତନୁ କଳିରେ ମଣିଷକୁ ହେଲୁ ଆହାଃ କେଡେ ସହୃଦୟ ଥରେ ଚାହିଁଦେଲେ କେବେ ପାଶୋରି ନ ହୁଏ ମନୁ

No comments:

Post a Comment