Wednesday, 10 September 2025

ମୋ ମନ ପାରାରେ ସଦାଥିବୁ ଶ୍ରୀମନ୍ଦିର ଅଳାରେ

ମୋ ମନ ପାରାରେ ସଦାଥିବୁ ଶ୍ରୀମନ୍ଦିର ଅଳାରେ ସଦା ଘୁମୂରୁଥିବୁ ଆନନ୍ଦ ବଜାର ଅବଢ଼ା ଖଳାରେ ତୁ ଶରଧା ବାଲିରେ ଚାହିଁଥିବୁ ମନ ପୁରାଇ ଦେଖିବୁ ଅପଲକ କରୁଣା ଚର୍ତ୍ତୁଦ୍ଧା ପହଣ୍ଡି ବିଜୟ କାଳରେ

No comments:

Post a Comment