Wednesday, 10 September 2025

ଗୋବିନ୍ଦ ଦାମୋଦର ଜିଭରେ ଥୁଅନ୍ତେ

ଗୋବିନ୍ଦ ଦାମୋଦର ଜିଭରେ ଥୁଅନ୍ତେ ଅମୃତ ହୋଇଲା ଅମୃତ ହୋଇଲା କର୍ଣ୍ଣରେ ଶୁଣନ୍ତେ ଗୋବିନ୍ଦ ଦାମୋଦର ଗୋବିନ୍ଦ ଦାମୋଦର ବଚନେ କୁହନ୍ତେ ଅମୃତ ହୋଇଲା ଭକ୍ତିରେ ଲେଖନ୍ତେ ଅମୃତ ହେଲା ଗୋବିନ୍ଦ ଦାମୋଦର

No comments:

Post a Comment