Sunday, 14 September 2025

ମାଆ ବାପାକୁ ପୋତିଦେଲି ବୈତରଣୀ ବାଲିରେ

ମାଆ ବାପାକୁ ପୋତିଦେଲି ବୈତରଣୀ ବାଲିରେ ପ୍ରିୟତମ ଓଁ ସାଇରାମଙ୍କୁ ପୋତିଲି ଚିତ୍ରାବତିରେ ଦେହ ମନକୁ ପୋତିଲି ତୋର ଛନ୍ଦା ଚରଣରେ ହେ ବାସୁଦେବ ତୁମ ବଂଶୀ ସ୍ଵନ ମୋ ଗତିରେ

No comments:

Post a Comment