Sunday, 14 September 2025

ନିରନ୍ତର ଗୁମୁରି ଗୁମୁରି ଅନ୍ତରରେ ତୁମକୁ ଖୋଜଇ

ନିରନ୍ତର ଗୁମୁରି ଗୁମୁରି ଅନ୍ତରରେ ତୁମକୁ ଖୋଜଇ ହେ ମୋହନ ବଂଶୀ ଅଧର ଥରୁଟିଏ ଦିଅ ଦରଶନ ନିରନ୍ତର ତୁମର ଛନ୍ଦା ଚରଣକୁ ହୃଦୟରେ ଝୁରଇ ହେ ତ୍ରିଭଙ୍ଗ ଠାଣି ବାଳ ଗୋପାଳ କାଳୀୟ ଦଳନ

No comments:

Post a Comment