A flower with 4 petals
Saturday, 13 September 2025
ଗୋଲାପ ମଲ୍ଲି ପଦ୍ମ ତୋଳିଲି ଗୋଟିକି ଗୋଟି
ଗୋଲାପ ମଲ୍ଲି ପଦ୍ମ ତୋଳିଲି ଗୋଟିକି ଗୋଟି ନବ ତୁଳସୀ ତୋଳିଲି ଯତନେ ଡାଳକୁ ଡାଳ ସକଳ ପୁଷ୍ପ ମୋର ହୃଦ ଉପବନେ ପ୍ରସ୍ଫୁଟିତ ଭକ୍ତି ମାଳା ଗୁନ୍ଥିଛି ଘେନ ହେ ଗୋପାଳ ବାଳ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment