Saturday, 13 September 2025

ଗୋବିନ୍ଦ ସହୋଦରୀ ପ୍ରାଣନାଥ

ଗୋବିନ୍ଦ ସହୋଦରୀ ପ୍ରାଣନାଥ ଦେବାଧି ଦେବ ମହାଦେବ ଶିବାଳୟରେ ପଚାରୁଅଛି କାହିଁକି ବୁଜଛନ୍ତି ସଦା ତିନି ଆଖି ବେଣୁପାଣି ବନମାଳୀ କମଳା ହ୍ରୁଦୟକୁ ଦେଖିଲେ କି ଶିବ ସତେ କେଡେ ସୁନ୍ଦର ସେ ବ୍ରହ୍ମଦାରୁ ଚକାଡୋଳା ଚକାଆଖି

No comments:

Post a Comment