Saturday, 13 September 2025

ବ୍ରହ୍ମ କେବଳ ଗୋଟିଏ ବ୍ରହ୍ମଦାରୁ

ବ୍ରହ୍ମ କେବଳ ଗୋଟିଏ ବ୍ରହ୍ମଦାରୁ ଚକାଡୋଳା ଚକାଆଖି ନାଭି ପଦ୍ମରୁ ଏକ ପାଦେ ଅଖିଳ ବ୍ରହ୍ମାଣ୍ଡ ସୃଷ୍ଟି ସ୍ଥିତି ଲୟ ଗୁରୁ ଲଘୁ ମୌଳିକ ଯୌଗିକ ପଞ୍ଚଭୁତ ଜୀବ ପିଣ୍ଡ ପ୍ରାଣ ମାୟା ଆଚ୍ଛନ୍ନ ସୋ ଅହଂ ସଦା କ୍ରନ୍ଦନ କରେ କୋ ଅହଂ

No comments:

Post a Comment