Monday, 15 September 2025

ଏହି କଥାରେ ମୋର ମନ

ଏହି କଥାରେ ମୋର ମନ ହେ ମୋହନ କୃଷ୍ଣ ମୋହନ ବଂଶୀ ସ୍ଵନ ସଦା ଶୁଭୁଥାଉ କାନକୁ ଯେଣେ ଚାହିଁବି ତେଣେ ଦିଶୁଥାଉ ଛନ୍ଦା ପାଦ ଷଢ଼ ରିପୁଙ୍କୁ ଉପେକ୍ଷା କରି ଧରିଥାଏ ଧ୍ୟାନକୁ

No comments:

Post a Comment