Monday, 15 September 2025

ହେ ରୁକ୍ମଣୀ ହୃଦୟ ହେ ମଧୁସୂଦନ ଚିତ୍ତ ଚୋର

ହେ ରୁକ୍ମଣୀ ହୃଦୟ ହେ ମଧୁସୂଦନ ଚିତ୍ତ ଚୋର ତୁମ୍ଭର ଉଦାର ପଣ ମୋତେ ଭଲ ଭାବେ ଜଣା ହେ ଗଜ ଉଦ୍ଧାରଣ ଦ୍ରୌପଦୀ ଲଜ୍ୟା ନିବାରଣ ଛନ୍ଦାପାଦରେ ଶରଣ ନେଇ ହେବି କି ପଥ ବଣା

No comments:

Post a Comment