Friday 7 June 2024

ଏଡିକି ନିଖୁଣ ମାଆ ଗୋ କେଡ଼ିକି ନିଖୁଣ ତୋର ସାକାର

ଏଡିକି ନିଖୁଣ ମାଆ ଗୋ କେଡ଼ିକି ନିଖୁଣ ତୋର ସାକାର ନବ ମାସ ଦଶ ଦିନ ଗର୍ଭେ ଧରି ଗଢ଼ିଲୁ ଦିଶେ ଅତି ତୋରା ମୋହନ ମୁରଲୀ ଶ୍ୟାମ ସୁନ୍ଦରଙ୍କ ଭଳି ଚିର ସୁନ୍ଦର ମାଆ ବର୍ଷକ ବାର ମାସ ଛଅ ଋତୁ ଖାଇ ଶୀତ ବର୍ଷା ବାୟୁ ଖରା

No comments:

Post a Comment