Wednesday 5 June 2024

ମୋର ନିଦ ଗୋଟିଏକୁ ଗୋଟିଏ ସପନ

ମୋର ନିଦ ଗୋଟିଏକୁ ଗୋଟିଏ ସପନ ସ୍ୱାମୀ ମୁଁ କିବା ବର୍ଣ୍ଣିବି ଆପଣଙ୍କ ଲୀଳା ପାଶୋରି ଦେବନି ଏ ଦାସୀକୁ ପ୍ରଭୁ ହେ ମୋ କି ଭକ୍ତି ତୋତେ ବାନ୍ଧିବି ନନ୍ଦବଳା

No comments:

Post a Comment