Wednesday, 2 April 2025

ତାଳ ଧ୍ୱଜ ଦର୍ପଦଳନ କେତେ ଆଗରେ ହେଲେଣି

ତାଳ ଧ୍ୱଜ ଦର୍ପଦଳନ କେତେ ଆଗରେ ହେଲେଣି ହେ ଭକ୍ତ ଚନ୍ଦନ କିମ୍ପାଇଁ ରହିଲେ ଏଡ଼େ ପଛରେ ଠାକୁରାଣୀ କିବା ମନରେ ପଡୁଛନ୍ତି ହେ ଗୋବିନ୍ଦ ହେ ଦରଦୀ ଦିଅଁ ଲୁହ ପୋଛିଦେବି ଗାମୁଛାରେ

No comments:

Post a Comment