Monday, 14 April 2025

Jumping from hand to hand

ଏ ହାତ ସେ ହାତ ଡେଉଁ ଡେଉଁ ଟଙ୍କାରେ ସୃଷ୍ଟି ହୁଏ ବଡ଼ ଫାଟ ଗାଳି ସହି ସହି ମା ବାପ ମରନ୍ତି ପୁଅ କାନ୍ଥରେ ଝୁଲାଏ ତାଙ୍କ ଫଟ

No comments:

Post a Comment