Sunday, 13 April 2025

ହେ ଶ୍ୟାମଳ କୋମଳ କାରୁଣ୍ୟ ମୂର୍ତ୍ତି କୋଦଣ୍ଡ ରାମ

ହେ ଶ୍ୟାମଳ କୋମଳ କାରୁଣ୍ୟ ମୂର୍ତ୍ତି କୋଦଣ୍ଡ ରାମ ହେ ରଘୁ ବଂଶ ସୂର୍ଯ୍ୟ ଉତ୍ତମ ଦାୟାଦ ଚରଣ ପାବନ ହେ ମହାସତୀ ବସୁଧା ସମ ସହିଷ୍ଣୁ ଜାନକୀ ଜୀବନ ହେ ମାରୁତି ହୃଦ ମନ୍ଦାର ସତ୍ୟ ବଦ୍ଧ ରଖିବ ବଚନ

No comments:

Post a Comment