Friday, 4 April 2025

ହୃଦୟରେ ଭରି ଯାଉଅଛୁ ତୁ ଅଶେଷ କାମନା

ହୃଦୟରେ ଭରି ଯାଉଅଛୁ ତୁ ଅଶେଷ କାମନା ମନରେ ତୁହି କେମିତି ଚଢ଼ିବୁ ବାଇଶି ପାହାଚ ସକଳ ଇନ୍ଦ୍ରିୟମାନଙ୍କୁ ସାଥିରେ ନେଇ ଯାଉଛୁ ମନରେ ଦେଖାଇ ଦେବେ ନାହିଁ କଳା କାଇଁଚ

No comments:

Post a Comment