Sunday, 13 April 2025

ମୁହିଁ ତୋତେ ଯେତେ ଝୁରେ ମରେ

ମୁହିଁ ତୋତେ ଯେତେ ଝୁରେ ମରେ ହେ କୃଷ୍ଣ ମୁରାରୀ ସତେ ତୁହି କିବା ସେତେ ଝୁରୁ ହେ ରାଧାର ଗୋବିନ୍ଦ ମୋର ଆକୁଳତା ବ୍ୟାକୁଳତା ଯଦି ଅଧିକ ହୋଇବ ହେ ଉଦାର ହୃଦ ମଧୁର ମୋହନ ଆସିବ ଛନ୍ଦା ପାଦ

No comments:

Post a Comment