Friday, 11 April 2025

ହରିଦାସ ଗରୁଡ ଅତି ସମ୍ଭ୍ରମରେ ଆଗରେ ଜୋଡ ପାଣି

ହରିଦାସ ଗରୁଡ ଅତି ସମ୍ଭ୍ରମରେ ଆଗରେ ଜୋଡ ପାଣି ତେଣୁ ପ୍ରାଣ ସଖିରେ ତାଙ୍କୁ ମୁଁ କଣେଇ କଣେଇ ଚାହିଁଲି ଅନନ୍ତ ଶାନ୍ତକାର ପଦ୍ମନାଭ ବଂଶୀ ମୁଖ କୋଦଣ୍ଡ ରାମ ଏକ ଅଧା ଗଢ଼ାରେ ବିସ୍ମୟ ବିଭୋର ଉନ୍ମତ ହୋଇଲି

No comments:

Post a Comment