Wednesday, 9 April 2025

ଆହାଃ କେଡେ କଟୁ ପିତା ନିମ୍ବ ତୁହି ବ୍ରହ୍ମଦାରୁ

ଆହାଃ କେଡେ କଟୁ ପିତା ନିମ୍ବ ତୁହି ବ୍ରହ୍ମଦାରୁ ମୋ ସବୁ ଇନ୍ଦ୍ରିୟ ପଳାଇ ରସିଲେ ସଂସାରେ ଅଧା ଗଢା ଦିଅଁ ଚାଲି ତୋର କେଡେ ମଧୁର ହୃଦେ ବୋହି ଭାବ ଲଗାଇଲି ପ୍ରାଣ ହଂସରେ

No comments:

Post a Comment