Saturday, 5 April 2025

RAMA NABAMI 06-04-2024

କମଳା ଅଙ୍ଗ ଘେନିଣ ପ୍ରସ୍ପୁଟିତ ସୁଗନ୍ଧ ହୃଦୟ କମଳ ରବି ତେଜ ଘେନି କେଶରରେ ସନ୍ୟାସ ମୋକ୍ଷ ଯୋଗ ବାମେ ଚନ୍ଦ୍ର ଶୀତଳ ଜାନକୀ ଦକ୍ଷିଣେ ବୀର ସୌମିତ୍ରୀ ମଧ୍ୟରେ ବ୍ରହ୍ମ ରାଶି ପୁଣ୍ଡରୀକାକ୍ଷ ମାରୁତି କରେ ଯୋଗ

No comments:

Post a Comment