Thursday 6 June 2024

ତୋ ଏତେ ଛୋଟ ଘରେ ଏତେ ଦିଅଁ ଦେବତା

ତୋ ଏତେ ଛୋଟ ଘରେ ଏତେ ଦିଅଁ ଦେବତା ସୁମତି ତୋର ଘରେ ସଦା ସଦା ଘୋଷ ଯାତ୍ରା ମୁହିଁ ଭାବିଥିଲି ତୁହି ଜଣେ ସାଧାରଣ ଗୃହିଣୀ ମୁହିଁ ପତିତ ମାପି ପାରିବି କି ତୋ ଭକ୍ତି ମାତ୍ରା

No comments:

Post a Comment