Thursday 6 June 2024

ଅହଲ୍ୟା ଶଵରୀ ବିଭୀଷଣ ସୁଗ୍ରୀବ ଭରତର ଆନନ୍ଦ

ଅହଲ୍ୟା ଶଵରୀ ବିଭୀଷଣ ସୁଗ୍ରୀବ ଭରତର ଆନନ୍ଦ ହେ ଜନକ ସୁତା ଲକ୍ଷ୍ମଣ ଆଞ୍ଜେନେୟ ଜୀବନ ରାମ ମେଘ ଶ୍ୟାମ କାନ୍ତି ପଦ୍ମ ଲୋଚନ ସୁଖ ପଶରା ରୂପ ହେ ରାମ ଯେପରି ତୁମ୍ଭଙ୍କୁ ପାଇବି ଦିଅ ସେହି କାମ

No comments:

Post a Comment