Wednesday 5 June 2024

ନାଲି ମନ୍ଦାର ରକ୍ତ ଚନ୍ଦନ ସିନ୍ଦୁର କର୍ପୂର ଵାସୁଥା

ନାଲି ମନ୍ଦାର ରକ୍ତ ଚନ୍ଦନ ସିନ୍ଦୁର କର୍ପୂର ଵାସୁଥା କରୁଣାମୟୀ ମାଆ ମୋ ମନ ଆଇନରେ ବସିଥା ତୋତେ ମା ମା ମା ମାଆ ବୋଲି ଡାକି ଦେଲେ ଭକ୍ତ ବତ୍ସଳା ଗଙ୍ଗା ଝର ପରି ମନ୍ଦ ମନ୍ଦ ହସୁଥା

No comments:

Post a Comment