Wednesday 5 June 2024

ମୋର ପ୍ରାରବ୍ଧ କର୍ମ ଫଳକୁ ନିଜେ ଭୁଞ୍ଜିଣ

ମୋର ପ୍ରାରବ୍ଧ କର୍ମ ଫଳକୁ ନିଜେ ଭୁଞ୍ଜିଣ ମୋର ଥାଳିରେ ମହାପ୍ରସାଦ ବାଢ଼ିଦେଲେ ଦର୍ଶନ ସ୍ପର୍ଶନ ବିଭୁତି କଟାକ୍ଷରେ ଶୁଦ୍ଧ କରି ସାଇକୃଷ୍ଣ ପାଦ ପଙ୍କଜରେ ଆଶ୍ରା ଦେଲେ ଭକ୍ତର ପ୍ରାରବ୍ଧ କର୍ମ ଫଳକୁ ସ୍ଵୟମ ଭୁଞ୍ଜିଣ ଭକ୍ତ ଥାଳିରେ ମହାପ୍ରସାଦକୁ ବାଢ଼ିଦେଲେ ଦର୍ଶନ ସ୍ପର୍ଶନ ବିଭୁତି କଟାକ୍ଷରେ ଶୁଦ୍ଧ କରି ପତିତପାବନ ପଦ୍ମ ପାଦରେ ଆଶ୍ରା ଦେଲେ

No comments:

Post a Comment