Tuesday 4 June 2024

ନକ୍ଷତ୍ରଠାରୁ ଦୂରରେ ନିଶ୍ୱାସଠାରୁ ପାଖରେ

ନକ୍ଷତ୍ରଠାରୁ ଦୂରରେ ନିଶ୍ୱାସଠାରୁ ପାଖରେ ଆର୍ତ୍ତଟିଏ ଯେଉଁଠି ଡାକେ ତୁହି ହିଁ ସେଇଠି ଅପଲକ ହୋଇଣ ନୀଳକନ୍ଦରରେ ବସିଲୁ ଭକ୍ତ ଆନନ୍ଦ ବିନା ତୋର ନାହିଁ କି ପାଇଟି

No comments:

Post a Comment