Tuesday 4 June 2024

ଯାହା ନାଭି କମଳରୁ ହିଁ କେବଳ ଏହି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି

ହେ ଗୋବିନ୍ଦ ଆପଣଙ୍କ ନିକଟରେ ବଡ କାକୁତି ବିନତି ଆପଣ ଆପଣଙ୍କ ଉଦାର ପଣରେ କରିବେ ମୋ ଠାବ ହେ ଗୋବିନ୍ଦ ମୁଁ ଗୁରୁ ପିତା ମାତା ରୋଗୀ ସେବି ନାହିଁ ପ୍ରଭୁ ହେ ଏ ପତିତ ଦ୍ୱାରା ନାମ ଜପ ନ ହେଲା ସମ୍ଭବ

No comments:

Post a Comment