Sunday 2 June 2024

ଆଶା କରିଲେ କରିବେ କେବଳ ଚିନି ଦାନା

ଆଶା କରିଲେ କରିବେ କେବଳ ଚିନି ଦାନା ରାଧାର ଗୋବିନ୍ଦ ହେ ମୁହିଁ ଏକ କ୍ଷୁଦ୍ର ପିମ୍ପୁଡି ମୁଁ ନୁହେଁ ପ୍ରଭୁ ହେ ଶ୍ରୀରାମଙ୍କ ଦୂତ ମାରୁତି ଭକ୍ତି ବଳରେ ଆଣିବି ଗନ୍ଧମାର୍ଦ୍ଦନ ଉପାଡି

No comments:

Post a Comment