Sunday 2 June 2024

ବର୍ତ୍ତମାନର ଯେଉଁ ବୃକ୍ଷ ଅତୀତରେ ମଞ୍ଜି

ବର୍ତ୍ତମାନର ଯେଉଁ ବୃକ୍ଷ ଅତୀତରେ ମଞ୍ଜି ଅୟସ ଜୀବନ ଯାହା ତାହା ସଞ୍ଚିତ ପୁଞ୍ଜି ବଡ଼ଦାଣ୍ଡ ତିନି ରଥରେ ବଳ ଶକ୍ତି ରାମ ଭକ୍ତଙ୍କ ଗହଳିରେ ନିଜକୁ ପାରନ୍ତି ଗୁଞ୍ଜି

No comments:

Post a Comment