Sunday 2 June 2024

ମୁହିଁ ନିଜେ ନିଜକୁ ଚିହ୍ନି ପାରୁ ନାହିଁ

ମୁହିଁ ନିଜେ ନିଜକୁ ଚିହ୍ନି ପାରୁ ନାହିଁ ମନ ଦର୍ପଣରେ ଲାଗିଗଲା ମଳିଆ ବାହୁ ଭିଡକୁ ନେଇ ଥରେ କୁହନ୍ତନି ସେବକଟି କେବଳ ତୁମରି କାଳିଆ

No comments:

Post a Comment