Sunday 2 June 2024

ଆଖି ଦୁଇ ଛୁଇଁ ସତ କହୁଛି ମାଆ ଗୋ ରାମଚଣ୍ଡୀ

ଆଖି ଦୁଇ ଛୁଇଁ ସତ କହୁଛି ମାଆ ଗୋ ରାମଚଣ୍ଡୀ ମାଆ ଗୋ ମୁହିଁ ଏକ ଅନାଥ ମାଆ ବାପା ଛେଉଣ୍ଡ ସୁମତି କହେ ତୋ କରାଳ ରୂପ ଦେଖି ଭୟ ଲାଗେ ଅଭୟା ଗୋ କୋଳ କର ଗଳାରୁ କାଢି କଟା ମୁଣ୍ଡ

No comments:

Post a Comment