Wednesday 5 June 2024

ଶବ ଭୁଲିଲା ଦିନ ରାତି ଶୀତ ଖରା

ଶବ ଭୁଲିଲା ଦିନ ରାତି ଶୀତ ଖରା ପାଞ୍ଚ ଭୁତଙ୍କ ସାଥିରେ ସାଙ୍ଗ ହୋଇ ପଦ୍ମ ହସିଲା ଖୋଲି ଶହେ ପାଖୁଡା ଯେଉଁଠି ମୁର୍ଦ୍ଦାର ପଡିଥିଲା ଶୋଇ

No comments:

Post a Comment