Wednesday 5 June 2024

ଆପଣଙ୍କର ଫେରିବା ଆଶାରେ ସ୍ୱାମୀ

ଆପଣଙ୍କର ଫେରିବା ଆଶାରେ ସ୍ୱାମୀ ପାଦଟିଏ ମୁହିଁ ଚାଲିଲେ ପଦୁଟିଏ ନାମ ଯାହା କହି ଗଲେ ତାକୁ ବେଦ ମଣିଲି ଯିଏ ସେ ମୋ ସାଇ ସିଏ ମୋ ଶ୍ୟାମ

No comments:

Post a Comment