Thursday 6 June 2024

ଚକାଡୋଳାରେ ଆଖିକୁ ମିଳେଇ ଚାହିଁଲି

ଚକାଡୋଳାରେ ଆଖିକୁ ମିଳେଇ ଚାହିଁଲି ଅପଲକ ସ୍ୱାମୀ ତୋହର ନ କହିଲା କଥା ତୁହି ଏକ ମୋହର ଆଶ୍ରୟ ମାଆ ବିମଳା ସନ୍ତାନ ବତ୍ସଳା ପଦ୍ମ ପାଦେ ରଖିଲି ମଥା

No comments:

Post a Comment