Thursday 6 June 2024

ମୋହର ପ୍ରାରବ୍ଧ କରମ ବ୍ୟାଧି ଜରା କ୍ରୋଧ ଲୋଭ

ମୋହର ପ୍ରାରବ୍ଧ କରମ ବ୍ୟାଧି ଜରା କ୍ରୋଧ ଲୋଭ ନିଜର କଲା ତିନୋଟି ପାପ ସବୁ ହୋଇଛନ୍ତି ଏକତ୍ର ବଡଦାଣ୍ଡ ଧୂଳି ବୋଳି ବାଇଶି ପାହାଚ ଚଢି ଆସିଛି ହେ କମଳାକାନ୍ତ କେହି ଆଶ୍ରୟ ନ ଦେଲେ ଅନ୍ୟତ୍ର

No comments:

Post a Comment