Friday 7 June 2024

ଅସୀମ ଅଛିଦ୍ର ଅନିଦ୍ରା ଅପଲକ ଅତି ସଦା ସୁଖୀ

ଅସୀମ ଅଛିଦ୍ର ଅନିଦ୍ରା ଅପଲକ ଅତି ସଦା ସୁଖୀ କେବଳ ରସ ରସିକ ରସରାଜ ଆପେ ଦିଏ ଧରା ସିଏ ଚଗଲା ବଡ ବଗୁଲା ବୋଲି ସବୁରିର ଆଖି ବୁଲୁଥାଏ ଅନ୍ତର ବାହାରେ ନ ମାନେ ଖରା ତରା

No comments:

Post a Comment