Friday 7 June 2024

ଓଁ ନମୋ ନମସ୍ତେ ନମସ୍ତେ ନମସ୍ତେ ଆଦି ବୀଜ ହରି

ଓଁ ନମୋ ନମସ୍ତେ ନମସ୍ତେ ନମସ୍ତେ ଆଦି ବୀଜ ହରି ଓଁ ନମୋ ନମସ୍ତେ ନମସ୍ତେ ନମସ୍ତେ ଆଦି ଓସ୍ତ ମୂଳ କେବଳ ତୁମ୍ଭେ ମୋହର ଆଉ ମୁହିଁ କେବଳ ତୁମ୍ଭର ଓଁ ନମୋ ନମସ୍ତେ ଗୋବିନ୍ଦ ଚାଖ କିଞ୍ଚିତ କର୍ମ ଫଳ

No comments:

Post a Comment