Friday 7 June 2024

ସତ୍ୟ ଶିବ ସୁନ୍ଦର ମୋହର ସାଇ ଜନନୀ

ସତ୍ୟ ଶିବ ସୁନ୍ଦର ମୋହର ସାଇ ଜନନୀ ବାପା ବୋଉଙ୍କଠାରୁ ବି ଆଉ ଟିକେ ସ୍ନେହିଁ ସତ୍ୟ ଶିବ ସୁନ୍ଦର ମୋହର ସାଇ ଜନନୀ ମଙ୍ଗଳ ସର୍ବ ମଙ୍ଗଳ ଥରେ ଦେଲେ ଚାହିଁ [1] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀ ବୋଲି ଉଚ୍ଚାରିଲେ ହୃଦୟ ପୁରେ ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ଆନନ୍ଦ ମହାନନ୍ଦ ଲୁହ ନୟନରୁ ଝରେ [୨] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀଙ୍କ ସ୍ୱପ୍ନ ଦର୍ଶନକୁ ସବୁ ନିଦ ଝୁରେ ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ବିଭୁତି ଟିକିଏ ବିଭୁତିରେ ରୋଗ ହରେ [3] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ଯେତେବଡ ଦୁଃଖ ସେତେ ମା ପାଖରେ ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସଦା ସଦା ହାତ ଧରି ନିଅନ୍ତି ସୁପଥରେ[4] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀ ସବୁଠୁଁ ଜଟିଳ ସନ୍ଦେହ ମୋଚନୀ ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ଗୁରୁ ସଦ୍ଗୁରୁ ପ୍ରଶାନ୍ତ ଅମୃତ ଲୋଚନୀ [5] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀ ଗର୍ବ ଗଞ୍ଜନ ଅତି ଦିବ୍ୟ ଲୀଳାରେ ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ କ୍ଷମା ମହାକ୍ଷମା ପ୍ରଶାନ୍ତ ମୁଖ ମଣ୍ଡଳରେ[6] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀଙ୍କ ଭଲ ପାଇବାକୁ ମାପି ହେବନି ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ପ୍ରସାଦ ମହାପ୍ରସାଦ କେବେ ଭୁଲି ଯିବିନି [7] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀ ମୋହର ଭଉଣୀ ରୂପରେ ସୁମତି ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ଦୁଃଖ ମୋ ଦୁଃଖ ନାବରେ ସୁଖ ସମ୍ପତ୍ତି [8] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀ ମୋହର ଭଉଣୀ ରୂପରେ ସିରିଆ ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସାଇ ମଧୁରାତି ମଧୁର ବଂଶୀ ଅଧରିଆ[9] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀଙ୍କୁ କେହି ଜଣେଇଲେ ରାମ ଦୁଃଖ ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ଦୁଃଖ ସବୁ ଦୁଃଖ ଶୁନ୍ୟ କରନ୍ତି ପଦ୍ମ ମୁଖ [10] ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ସ୍ୱାମୀଙ୍କ ବିନା ମୋ ହୃଦୟ ମନ୍ଦିର ଶୁନ୍ୟ ସତ୍ୟ ଶିବ ସୁନ୍ଦର ମୋହର ସାଇ ମାଆ ମଥାରେ ହାତ ରଖି ଜୀବନ କର ଧନ୍ୟ[11]

No comments:

Post a Comment