Friday 7 June 2024

ପ୍ରାଣୀର ନୟନରେ ଦେଇ ଲୁହ ଓଠରେ ଦେଲୁ ହସ

ପ୍ରାଣୀଙ୍କ ନୟନରେ ଲୁହ ଦେଇ ଓଠରେ ଦେଲୁ ହସ ହେ ଗୋବିନ୍ଦ ଅତିବ ମାୟା ମୋହିତ ତୁମ୍ଭର ସଂସାର ପ୍ରାଣୀଙ୍କ ପାପ କ୍ଷମା ପାଇଁ ମା ପରି ଅତି ବିଶାଳ ବକ୍ଷ ଗୋବିନ୍ଦ ହେ ସିଂହଦୁଆରେ ନିବାସ ଏ ମନ ହଂସର

No comments:

Post a Comment