Saturday 1 June 2024

ମନକୁ ବୁଝେଇ ବୁଝେଇ ଥକିଗଲିଣି

ମନକୁ ବୁଝେଇ ବୁଝେଇ ଥକିଗଲିଣି ଜଞ୍ଜାଳ ସଂସାରରୁ ନ ଆସେ ଫେରି ଅପଲକ କରୁଣା ମୁହଁକୁ ଚାହିଁ ରହିବି ଶୁଣିଛି ଅନେକ ବଡ ଦୟାମୟ ହରି

No comments:

Post a Comment