Saturday 1 June 2024

ଜଗତସିଂହପୁରରେ ଭକ୍ତ ଡାକେ ରଖ ମାଆ ଝଙ୍କଡ଼ ସାରଳା

ଜଗତସିଂହପୁରରେ ଭକ୍ତ ଡାକେ ରଖ ମାଆ ଝଙ୍କଡ଼ ସାରଳା କାକଟପୁରରେ ଭକ୍ତ ଡାକେ ରଖ ମାଆ ଗୋ କାକଟ ମଙ୍ଗଳା କେବେ କେବେ କେବେ ତୁହି ମାଆ ଫିଟାଇବୁ ବେକରୁ ପଘା ମାଆ ଗୋ ରାମଚଣ୍ଡୀ ରାମ ପଡ଼ିଅଛି ସଂସାରରେ ବେଙ୍ଗଳା

No comments:

Post a Comment