Wednesday 5 June 2024

Sumati speak

"ଲୋଡ଼ା ନାହିଁ ଆଉ ବୋଝ ଭାର ପସରା ଯେଉଁଥିପାଇଁ ବୋଉର ଲୁହ ବୋହିଯାଏ ଅସରା ତା ପଣତ କାନି ପରି ଚିହ୍ନେଇ ଦେଲା ବରଗଛ ଛାଇ ସେଥିପାଇଁ ବୋଉ ମୋର ଅଚିନ୍ତାରେ ଗଲା ଶୋଇ🙏"🏻

No comments:

Post a Comment