Wednesday 5 June 2024

ଚିତ୍ରପଟ ମୂର୍ତ୍ତି ନୟନ ପଥରେ ଥୋଇଲି

ଚିତ୍ରପଟ ମୂର୍ତ୍ତି ନୟନ ପଥରେ ଥୋଇଲି ଶ୍ରବଣ ମନନ ଚିନ୍ତନ ଭଜନକୁ କଲି ମୂଳ ସତସଙ୍ଗ ଦେବ ମୋତେ ସୁପଥେ ନେବ ଗୋବିନ୍ଦ ହେ ବାଞ୍ଛା କଲି ପଦ୍ମପାଦ ତଳ

No comments:

Post a Comment