A flower with 4 petals
Tuesday, 1 April 2025
ଅସ୍ଥିର ମନ ମୋର ଉଡ଼ିବୁଲେ ମଧୁମକ୍ଷି ସମାନ
ଅସ୍ଥିର ମନ ମୋର ଉଡ଼ିବୁଲେ ମଧୁମକ୍ଷି ସମାନ ଅଶେଷ କାମନା ବାସନା ପୁଷ୍ପକୁ ଚୁମି ଚୁମି ଚୁମି ଅତିବ କଣ୍ଟକିତ ଅରଣ୍ୟ ସଂସାରର ପ୍ରବୃତ୍ତି ପଥ ଭେଟ ପାଇଲି ନାହିଁ ଗୋବିନ୍ଦଙ୍କୁ ଭ୍ରମି ଭ୍ରମି ଭ୍ରମି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment