Tuesday, 1 April 2025

ହେ ଶ୍ୟାମଳ ସୁନ୍ଦର ଶ୍ରୀଗୋବିନ୍ଦ ବିଗ୍ରହ

ହେ ଶ୍ୟାମଳ ସୁନ୍ଦର ଶ୍ରୀଗୋବିନ୍ଦ ବିଗ୍ରହ ତୋତେ କେତେ ଝୁରି ମରେ ମନ ହଂସୀ ମୋତେ ସାତ ସ୍ବପ୍ନ ହେଲା କମଳ ପାଦ କେତେ ଝୁରେ ବୁଝିବୁକି ମୋହନ ବଂଶୀ

No comments:

Post a Comment