Saturday, 12 April 2025

ଆଉ ଟିକିଏ ସୁଖ ନିଦ୍ରା ଯାଅ ହେ ଉଦାର ଗୋବିନ୍ଦ

ଆଉ ଟିକିଏ ସୁଖ ନିଦ୍ରା ଯାଅ ହେ ଉଦାର ଗୋବିନ୍ଦ ମୃଦ୍ୟୁ ମୃଦ୍ୟୁ କରି ଚିପି ଦେଉଛି କମଳ ପାଦ ଛନ୍ଦା ପୁଷ୍ପ ଖସି ପଡିବା ଆଗରୁ ଡେମ୍ଫରୁ ଫଳରେ ମଞ୍ଜି ଥନ ଭାଙ୍ଗି ମାତୃ ସ୍ଥନରୁ ଝରି ପଡୁଛି ଅମୃତ ବୁନ୍ଦା

No comments:

Post a Comment